ଅର୍ଥ : ଛଅଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ
							ଉଦାହରଣ : 
							ମାଳତୀର ପ୍ରତ୍ୟେକ ପାଦରେ ଦୁଇଟି ଜଗଣ ଥାଏ
							
ଅର୍ଥ : ସୁଗନ୍ଧିତ ଫୁଲର ଏକ ଗଛ
							ଉଦାହରଣ : 
							ସାଧୁ ମହାରାଜା ନିଜ କୁଡିଆ ଚାରିପଟେ ମାଳତୀ ଫୁଲ ଲଗେଇଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
Any of several shrubs and vines of the genus Jasminum chiefly native to Asia.
jasmineଅର୍ଥ : ଏକ ଘନ ଲତା ଯାହାର ଫୁଲ ବହୁତ ଭଲ ଲାଗେ
							ଉଦାହରଣ : 
							ଆମ ଫୁଲବଗିଚାରେ ମାଳତୀ ମଧ୍ୟ ଲାଗିଛି
							
ଅନ୍ୟ ଭାଷାରେ ଅନୁବାଦ :
A plant with a weak stem that derives support from climbing, twining, or creeping along a surface.
vineଅର୍ଥ : ବାରଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ
							ଉଦାହରଣ : 
							ମାଳତୀର ପ୍ରତ୍ୟେକ ଚରଣରେ କ୍ରମରେ ନଗଣ, ଜଗଣ, ଜଗଣ ଏବଂ ରଗଣ ଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର ଧଳା ସୁଗନ୍ଧିତ ଫୁଲ
							ଉଦାହରଣ : 
							ମାଳତୀର ସୁବାସ ସାରା ବଗିଚାରେ ଭରିଯାଇଛି
							
ସମକକ୍ଷ : ମଧୁମାଳତୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜାଇ ଭଳି ଏକ ପ୍ରକାରର ଲତାରେ ଫୁଟୁଥିବା ଫୁଲ
							ଉଦାହରଣ : 
							ବଗିଚାରେ ମାଳତୀ ବହୁତ ମହକୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛୋଟ ଧଳା ରଙ୍ଗର ଫୁଲ ଯାହା ବହୁତ ସୁବାସିତ
							ଉଦାହରଣ : 
							ତାଙ୍କ ଘର  ସାମ୍ନାରେ ଚାଲି ଗଲାବେଳେ ମାଳତୀ ଫୁଲର ବାସ୍ନା ଆସେ
							
ସମକକ୍ଷ : ନବମାଳିକା
ଅନ୍ୟ ଭାଷାରେ ଅନୁବାଦ :