ଅର୍ଥ : ପାଇବା, ହାତକୁ ଆସିବା ବା ମିଳିବାର କ୍ରିୟା ବା ଭାବ
							ଉଦାହରଣ : 
							ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା
							
ସମକକ୍ଷ : ପ୍ରାପ୍ତି, ସଂପ୍ରାପ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରତିଯୋଗିତା, ପରୀକ୍ଷା ଆଦିରେ କୌଣସି ମୂଲ୍ୟାଙ୍କନ, ସ୍ଥାନ ଆଦି ପ୍ରାପ୍ତ ହେବା
							ଉଦାହରଣ : 
							ଏହି ଖେଳରେ ମୋତେ ପ୍ରଥମ ସ୍ଥାନ ମିଳିଲା
							
ସମକକ୍ଷ : ପାଇବା, ପ୍ରାପ୍ତହେବା
ଅନ୍ୟ ଭାଷାରେ ଅନୁବାଦ :
किसी प्रतियोगिता, परीक्षा आदि में कोई मूल्यांकन, स्थान आदि प्राप्त होना।
इस खेल में मुझे पहला स्थान मिला।ଅର୍ଥ : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
							ଉଦାହରଣ : 
							ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
							
ସମକକ୍ଷ : ପାଇବା, ପ୍ରାପ୍ତହେବା, ରଖିବା
ଅନ୍ୟ ଭାଷାରେ ଅନୁବାଦ :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.ଅର୍ଥ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
							ଉଦାହରଣ : 
							ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
							
ସମକକ୍ଷ : ଆସିବା, କରଗତ କରିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।ଅର୍ଥ : ମିଳିଯିବା
							ଉଦାହରଣ : 
							ଏହି କାମ କରି ମୁଁ ଅଧିକ ପ୍ରସନ୍ନତା ପାଇଲି
							
ସମକକ୍ଷ : ପାଇବା, ପ୍ରାପ୍ତ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରାପ୍ତହେବା
							ଉଦାହରଣ : 
							ମୋତେ ଅନେକ ଧନ ମିଳିଲା  ତାର ହଜିଯାଇଥିବା ଜିନିଷ ମିଳିଲା ନା ନାହିଁ?
							
ସମକକ୍ଷ : ପାଇବା
ଅର୍ଥ : ପଠାଯାଇଥିବା ବା ଆସିଥିବା ବସ୍ତୁ କାହାକୁ ପ୍ରାପ୍ତ ହେବା
							ଉଦାହରଣ : 
							ତିନି ସପ୍ତାହ ପୂର୍ବରୁ ପଠାଯାଇଥିବା ଚିଠି ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚିନାହିଁ
							
ସମକକ୍ଷ : ପହଞ୍ଚିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
							ଉଦାହରଣ : 
							ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
							
ସମକକ୍ଷ : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ଭେଟିବା, ମିଶିବା, ସଂଘବଦ୍ଧ ହେବା
ଅନ୍ୟ ଭାଷାରେ ଅନୁବାଦ :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।