ଅର୍ଥ : ଯେଉଁ ପ୍ରକ୍ରିୟାଦ୍ୱାରା ଦୁଇ ବା ତହିଁରୁ ଅଧିକ ବସ୍ତୁ ଏକତ୍ରିତ ହୋଇପାରେ
							ଉଦାହରଣ : 
							ବୈଦ୍ୟ ଔଷଧଗୁଡ଼ିକୁ ମିଶ୍ରଣ କରୁଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବ୍ୟବସାୟଦୃଷ୍ଟିରୁ ଶୁଖିଲା ଖାଦ୍ୟର ନିର୍ଣ୍ଣିତ ଭାଗରେ ପ୍ରସ୍ତୁତ ଗୋଟିଏ ମିଶ୍ରଣ
							ଉଦାହରଣ : 
							ସେ ମିଶ୍ରଣକୁ ପାଣିରେ ମିଶାଇ ଫୁଟାଉଛି
							
ଅନ୍ୟ ଭାଷାରେ ଅନୁବାଦ :
* व्यावसायिक रूप से सूखे खाद्यों के घटकों का बनाया हुआ मिश्रण।
वह मिक्स को पानी में मिलाकर उबाल रही है।ଅର୍ଥ : ଏକ ସାମାଜିକ ବା ବାଣିଜିକ ସମ୍ବନ୍ଧ
							ଉଦାହରଣ : 
							ସେ ଦେଶର ଜଣାଶୁଣା ବ୍ରାଣ୍ଡ ସହିତ ମିଶ୍ରଣ ପାଇଁ ଚିନ୍ତା କରୁଛି
							
ସମକକ୍ଷ : ଏକୀକରଣ, ଟାଇ-ଅପ୍, ଟାଇଅପ୍, ମିଳନ, ସାଯୋଗସାଧନ
ଅନ୍ୟ ଭାଷାରେ ଅନୁବାଦ :
A social or business relationship.
A valuable financial affiliation.ଅର୍ଥ : ଦ୍ରବଣରେ କୌଣସି ବସ୍ତୁକୁ ଗୋଳାଇବାର ପ୍ରକ୍ରିୟା
							ଉଦାହରଣ : 
							ଜଳରେ ଚିନିର ମିଶ୍ରଣରୁ ସରବତ ହୁଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକରୁ ଅଧିକ ବସ୍ତୁ ଏକାଠି ମିଶିବାର ପ୍ରକ୍ରିୟା
							ଉଦାହରଣ : 
							ଅମ୍ଳ ଓ କ୍ଷାରର ସଂଯୋଗରେ ଲବଣ ସୃଷ୍ଟି ହୁଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭଲରୂପେ ଅବା ପୂରାମାତ୍ରାରେ ଗୋଳାଇବାର କାର୍ଯ୍ୟ
							ଉଦାହରଣ : 
							ଜଳରେ ଲୁଣ ଗୋଳାଇବା ପରେ ଏଥିରେ ଅଳ୍ପ ମିଠା ପକାଅ
							
ଅନ୍ୟ ଭାଷାରେ ଅନୁବାଦ :
अच्छी तरह से या पूरी तरह से गलने या पिघलने की क्रिया।
घी के विगलन के पश्चात् उसे आटे में मिला दें।ଅର୍ଥ : କୌଣସି ରାଜ୍ୟ ବା ଅଞ୍ଚଳର ଆଖପାଖ ସରକାରୀ ଅଥବା ଅନ୍ୟ ବଡ଼ ରାଷ୍ଟ୍ର ବା ରାଜ୍ୟ ସହିତ ମିଶି ଏକତ୍ର ହୋଇଯିବା ପ୍ରକ୍ରିୟା
							ଉଦାହରଣ : 
							ସ୍ୱାଧୀନ ଭାରତରେ ଅନେକ ରାଜ୍ୟର ମିଶ୍ରଣ ହୋଇଥିଲା
							
ସମକକ୍ଷ : ସମ୍ମିଶ୍ରଣ
ଅନ୍ୟ ଭାଷାରେ ଅନୁବାଦ :
The act of joining together as one.
The merging of the two groups occurred quickly.