ଅର୍ଥ : ନିଉତ୍ତର କରିବା ବ୍ୟକ୍ତି
							ଉଦାହରଣ : 
							ସେ ତା ପ୍ରତିଦ୍ୱନ୍ଦୀକୁ ମୁହଁତୋଡ଼ ଜବାବ ଦେଲା
							
ସମକକ୍ଷ : ମୁହଁତୋଡ଼, ମୁହାଁମୁହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଅନୁଚିତ ବା କଟୁକଥା କହିବାରେ ସଂକୋଚ କରେନାହିଁ
							ଉଦାହରଣ : 
							ମୁହଁଟାଣ ବ୍ୟକ୍ତି କାହାରିକୁ କିଛି ବି କହିପାରେ
							
ସମକକ୍ଷ : ମୁହେଁମୁହେଁ କଥାକୁହା
ଅନ୍ୟ ଭାଷାରେ ଅନୁବାଦ :