ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ମୂଳା ନକ୍ଷତ୍ରରେ ଥାଆନ୍ତି
							ଉଦାହରଣ : 
							ମୂଳା ନକ୍ଷତ୍ରରେ ଜନ୍ମ ହୋଇଥିବା ପିଲା ଓ ମାଆ-ବାପାଙ୍କ ରକ୍ଷା ନିମନ୍ତେ କେତେକ ଧାର୍ମିକ ଅନୁଷ୍ଠାନ କରାଯାଏ
							
ସମକକ୍ଷ : ମୂଳା ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
वह काल जब चंद्रमा मूल नक्षत्र में होता है।
मूल नक्षत्र में उत्पन्न हुए बच्चे और माँ-बाप की रक्षा के लिए कुछ धार्मिक अनुष्ठान किए जाते हैं।ଅର୍ଥ : ସତେଇଶ ନକ୍ଷତ୍ର ମଧ୍ୟରୁ ଉନବିଂଶତିତମ ନକ୍ଷତ୍ର
							ଉଦାହରଣ : 
							ପିଲାର ଜନ୍ମ ସମୟରେ ଚନ୍ଦ୍ର ମୂଳା ନକ୍ଷତ୍ରରେ ରହିବା ଅଶୁଭ ବୋଲି ମାନନ୍ତି
							
ସମକକ୍ଷ : ମୂଳାନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
सत्ताईस नक्षत्रों में से उन्नीसवाँ नक्षत्र।
बच्चे के जन्म के समय चन्द्रमा का मूल नक्षत्र में होना अच्छा नहीं मानते।ଅର୍ଥ : ଗୋଟିଏ ଛୋଟ ଗଛ ଯାହାର ଗନ୍ଧଯୁକ୍ତ ଧଳା କନ୍ଦ ଖିଆଯାଏ
							ଉଦାହରଣ : 
							କୃଷକ କ୍ଷେତରେ ମୂଳାରେ ପାଣି ଦେଉଛି
							
ଅନ୍ୟ ଭାଷାରେ ଅନୁବାଦ :