ଅର୍ଥ : ଘରେ କାହାରି ମୃତ୍ୟୁ ପରେ ପରିବାରର ସଦସ୍ୟମାନଙ୍କୁ ଲାଗୁଥିବା ଅଶୁଦ୍ଧି
						 
						 
					
							ଉଦାହରଣ : 
							ଆମର ଏଠାରେ ମୃତକାଶୌଚ ଦଶଦିନ ହୁଏ
							
					
							ସମକକ୍ଷ : 
							ମୃତକାଶୌଚ, ମୃତିକିଆ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												घर में किसी के मरने पर परिवार वालों को लगने वाली अशुद्धि।
												हमारे यहाँ सूतक दस दिनों का होता है।
														
													अशौच, 
असौच, 
सूतक, 
सूतकाशौच