ଅର୍ଥ : ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ
						 
						 
					
							ଉଦାହରଣ : 
							ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା
							
					
							ସମକକ୍ଷ : 
							ଗୋଠ, ଦଳ, ପଲ, ବୃନ୍ଦ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
					
							
								
								
									
										
												A group of wild mammals of one species that remain together: antelope or elephants or seals or whales or zebra.
												herd