ଅର୍ଥ : ମିଳନର କ୍ରିୟା ବା ଭାବ
							ଉଦାହରଣ : 
							ନାଟକ ଶେଷରେ ନାୟକ ଓ ନାୟିକାଙ୍କ ମିଳନ ହେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦୁଇ ବା କେତେକ କଥାର ହଠାତ୍ ଏକାସଙ୍ଗରେ ମିଳିଯିବା କ୍ରିୟା
							ଉଦାହରଣ : 
							ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
							
ଅନ୍ୟ ଭାଷାରେ ଅନୁବାଦ :
The temporal property of two things happening at the same time.
The interval determining the coincidence gate is adjustable.