ଅର୍ଥ : ଯେଉଁ ବିଦ୍ୟାଦ୍ୱାରା କାହାରିକୁ ନିଜ ଅଧୀନକୁ ଅଣାଯାଇଥାଏ
							ଉଦାହରଣ : 
							ତାନ୍ତ୍ରିକ ବଶୀକରଣ ବିଦ୍ୟା ପ୍ରୟୋଗ କରି ମୋହନକୁ ତାର ବଶରେ ରଖିଲା
							
ସମକକ୍ଷ : ବଶୀକରଣ, ସମ୍ମୋହନବିଦ୍ୟା
ଅନ୍ୟ ଭାଷାରେ ଅନୁବାଦ :
वह विद्या जिससे किसी को अपने वश में किया जाता है।
तांत्रिक ने वशीकरण विद्या का प्रयोग करके मोहन को अपने वश में कर लिया।