ଅର୍ଥ : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
							ଉଦାହରଣ : 
							ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
							
ସମକକ୍ଷ : ଗମନାଗମନ, ପରିବହନ, ଯିବାଆସିବା
ଅନ୍ୟ ଭାଷାରେ ଅନୁବାଦ :
A facility consisting of the means and equipment necessary for the movement of passengers or goods.
transit, transportation, transportation systemଅର୍ଥ : ଗୋଟିଏ ଅବସ୍ଥା ବା ସ୍ଥାନରୁ ଅନ୍ୟ ଅବସ୍ଥା ବା ସ୍ଥାନକୁ ଯିବାର କ୍ରିୟା
							ଉଦାହରଣ : 
							ପାକିସ୍ଥାନ ଓ ଭାରତ ଗମନାଗମନର ସୁବିଧାକୁ ଅଧିକ ସୁଲଭ କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :