ଅର୍ଥ : ଭମ୍ରଣ ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଉଥିବା ଯାତ୍ରୀ
							ଉଦାହରଣ : 
							ତାଜମହଲ ଦେଖିବାପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ବ୍ୟକ୍ତି ଗାଡ଼ିରେ ଚଢ଼ିଥାଏ
							ଉଦାହରଣ : 
							ଯାତ୍ରୀ ନ ଥିବା କାରଣରୁ ଗାଡ଼ି ଖାଲି ଯାଉଥିଲା
							
ସମକକ୍ଷ : ଆରୋହୀ
ଅନ୍ୟ ଭାଷାରେ ଅନୁବାଦ :