ଅର୍ଥ : ଇନ୍ଦ୍ରଜାଲର ବା ଇନ୍ଦଜାଲ ସହ ସମ୍ବନ୍ଧିତ
							ଉଦାହରଣ : 
							ଏହି ବହିରେ ଐନ୍ଦ୍ରଜାଲିକ କାର୍ଯ୍ୟ ସମ୍ପର୍କରେ ବିସ୍ତୀର୍ଣ୍ଣ ବର୍ଣ୍ଣନା କରାଯାଇଛି
							
ସମକକ୍ଷ : ଐନ୍ଦ୍ରଜାଲିକ, କୁହୁକିଆ, ମାୟାବୀ
ଅନ୍ୟ ଭାଷାରେ ଅନୁବାଦ :
इंद्रजाल का या इंद्रजाल से संबंधित।
इस पुस्तक में ऐंद्रजालिक कार्यों के बारे में विस्तार से दिया गया है।