ଅର୍ଥ : ବିପଦପୂର୍ଣ୍ଣ ଜିନିଷର ସମାପ୍ତିପାଇଁ କରାଯାଉଥିବା ସମ୍ମିଳିତ ଅଭିଯାନ
							ଉଦାହରଣ : 
							ସେ ଦାରିଦ୍ର ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇଛିଆମର ଆତଙ୍କବାଦ ବିରୁଦ୍ଧରେ ଏକ ଯୁଦ୍ଧ ଡାକରା ଦେବା ଆବଶ୍ୟକ
							
ଅନ୍ୟ ଭାଷାରେ ଅନୁବାଦ :
A concerted campaign to end something that is injurious.
The war on poverty.ଅର୍ଥ : ଶତ୍ରୁତା ଯୋଗୁଁ ଦୁଇ ଦଳ ମଧ୍ୟରେ ହତିଆର ସାହାଯ୍ୟରେ କରାଯାଉଥିବା ଲଢ଼େଇ
							ଉଦାହରଣ : 
							ମହାଭାରତ ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା
							
ସମକକ୍ଷ : କନ୍ଦଳ, ଝଗଡ଼ା, ରଣ, ଲଢ଼ାଇ, ସଂଗ୍ରାମ, ସମର
ଅନ୍ୟ ଭାଷାରେ ଅନୁବାଦ :
शत्रुतावश दो दलों के बीच हथियारों से की जाने वाली लड़ाई।
महाभारत का युद्ध अठारह दिनों तक चला था।