ଅର୍ଥ : ସଂଗତ ହେବା ଅବସ୍ଥା ବା ଭାବ
							ଉଦାହରଣ : 
							ପରିସ୍ଥିତିର ସଂଗତତା କାରଣରୁ ସେ ଜୀବନରେ ସଫଳ ହୋଇପାରିଲା
							
ସମକକ୍ଷ : ଉପଯୁକ୍ତତା, ସଂଗତତା, ସଙ୍ଗତତା, ସମ୍ବନ୍ଧ, ସାମଞ୍ଜସ୍ୟତା
ଅନ୍ୟ ଭାଷାରେ ଅନୁବାଦ :
Logical coherence and accordance with the facts.
A rambling argument that lacked any consistency.