ଅର୍ଥ : ସେହି ପଦାର୍ଥ ଯେଉଁଥିରେ କୌଣସି ଜିନିଷକୁ ରଞ୍ଜିତ କରାଯାଏ
							ଉଦାହରଣ : 
							ଏହି ଶାଢ଼ୀ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଛି
							
ସମକକ୍ଷ : ରଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
Any material used for its color.
She used a different color for the trim.ଅର୍ଥ : ମାନବ ନିର୍ମିତ ରାସାୟନିକ ତରଳ ପଦାର୍ଥ ଯାହାଦ୍ୱାରା କୌଣସି ଜିନିଷକୁ ରଙ୍ଗ କରାଯାଏ
							ଉଦାହରଣ : 
							ଚେୟାରର ରଙ୍ଗ ମଧ୍ୟ ଶୁଖି ନଥିଲା ଯେ ଛୁଆମାନେ ତା ଉପରେ ବସିଗଲେ
							
ଅନ୍ୟ ଭାଷାରେ ଅନୁବାଦ :