ଅର୍ଥ : କୌଣସି ବସ୍ତୁଆଦିର ଗୁଣ ବା ଜ୍ଞାନ କେବଳ ଆଖିରେ ବୁଝିହୁଏ
							ଉଦାହରଣ : 
							ସେ ଗୋରା ବର୍ଣ୍ଣର ଆମ ଗାଁ ମନ୍ଦିରର ରଙ୍ଗ ଧଳା
							
ସମକକ୍ଷ : ବର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସେହି ପଦାର୍ଥ ଯେଉଁଥିରେ କୌଣସି ଜିନିଷକୁ ରଞ୍ଜିତ କରାଯାଏ
							ଉଦାହରଣ : 
							ଏହି ଶାଢ଼ୀ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଛି
							
ସମକକ୍ଷ : ରଂଗ
ଅନ୍ୟ ଭାଷାରେ ଅନୁବାଦ :
Any material used for its color.
She used a different color for the trim.ଅର୍ଥ : ଲାଲ ରଙ୍ଗର ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ପ୍ରସାଧନ ସାମଗ୍ରୀ ଓଠ,ଗାଲ ଆଦିରେ ଲଗାଯାଏ
							ଉଦାହରଣ : 
							ମନୋରମା ତା ଓଠରେ ଲିପଷ୍ଟିକ୍ ଲଗାଉଛି
							
ସମକକ୍ଷ : ଲିପଷ୍ଟିକ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମାନବ ନିର୍ମିତ ରାସାୟନିକ ତରଳ ପଦାର୍ଥ ଯାହାଦ୍ୱାରା କୌଣସି ଜିନିଷକୁ ରଙ୍ଗ କରାଯାଏ
							ଉଦାହରଣ : 
							ଚେୟାରର ରଙ୍ଗ ମଧ୍ୟ ଶୁଖି ନଥିଲା ଯେ ଛୁଆମାନେ ତା ଉପରେ ବସିଗଲେ
							
ଅନ୍ୟ ଭାଷାରେ ଅନୁବାଦ :