ଅର୍ଥ : ଯୁଦ୍ଧ ସମୟରେ ବଜା ଯାଉଥିବା ଏକ ବାଦ୍ୟ
							ଉଦାହରଣ : 
							ପ୍ରାଚୀନ କାଳରେ ଯୁଦ୍ଧ ଆରମ୍ଭ ହେବା ଆଗରୁ କିଛି ସୈନିକ ରଣଭେରୀ ବଜାଉଥିଲେ
							
ସମକକ୍ଷ : ରଣଭେରୀ
ଅନ୍ୟ ଭାଷାରେ ଅନୁବାଦ :
युद्ध के समय बजाया जानेवाला एक प्रकार का वाद्य।
प्राचीन काल में युद्ध शुरू होने से पहले कुछ सैनिक रणभेरी बजाते थे।