ଅର୍ଥ : ପୃଥିବୀର ଚାରିପାର୍ଶ୍ୱକୁ ଘେରିରହିଥିବା ଲୁଣାପାଣିର ବିଶାଳରାଶି
							ଉଦାହରଣ : 
							ସମୁଦ୍ର ରତ୍ନର ଖଣି   ବାନରସେନା ସହାୟତାରେ ରାମ ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିଲେ
							
ସମକକ୍ଷ : ଜଳଧି, ପୟୋଧି, ପୟୋନିଧି, ସମୁଦ୍ର, ସାଗର, ସିନ୍ଧୁ
ଅନ୍ୟ ଭାଷାରେ ଅନୁବାଦ :
खारे पानी की वह विशाल राशि जो चारों ओर से पृथ्वी के स्थल भाग से घिरी हुई हो।
समुद्र रत्नों की खान है।A division of an ocean or a large body of salt water partially enclosed by land.
sea