ଅର୍ଥ : ସତ୍ତା, ଅସ୍ତିତ୍ୱ, ଉପସ୍ଥିତି ଆଦି ସୂଚିତ କରୁଥିବା ମୁଖ୍ୟ ଏବଂ ସବୁଠାରୁ ଅଧିକ ପ୍ରଚଳିତ କ୍ରିୟା
							ଉଦାହରଣ : 
							ରାମ ସେ କୋଠରୀରେ ଅଛି
							
ଅନ୍ୟ ଭାଷାରେ ଅନୁବାଦ :
सत्ता, अस्तित्व, उपस्थिति आदि सूचित करने वाली मुख्य और सबसे अधिक प्रचलित क्रिया या सत्ता, अस्तित्व, उपस्थिति आदि रूप में होना।
रमा उस कमरे में है।Happen, occur, take place.
I lost my wallet; this was during the visit to my parents' house.ଅର୍ଥ : କୌଣସି ଚାଲୁଥିବା କାର୍ଯ୍ୟ ମଝିରେ ବନ୍ଦ ହୋଇଯିବା
							ଉଦାହରଣ : 
							କାମ ଧନ୍ଦା ସବୁ ବନ୍ଦ ହୋଇଗଲା  ଗାଡ଼ି ରହିଗଲା
							
ଅନ୍ୟ ଭାଷାରେ ଅନୁବାଦ :
किसी चलते हुए कार्य आदि का बीच में बंद हो जाना या आगे न बढ़ना।
काम-धंधा सब रुक गया है।ଅର୍ଥ : କାହାରି ଘରେ ଦୀର୍ଘସମୟ ଧରି ରହିବା
							ଉଦାହରଣ : 
							ସେ ଏଠାରେ କେତେମାସହେଲା ରହୁଛି
							
ସମକକ୍ଷ : ଅବସ୍ଥାନକରିବା, ବାସକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରି ଅନ୍ତର୍ଗତ ହେବା
							ଉଦାହରଣ : 
							ମାଲକାନଗିରି ଓଡ଼ିଶାରେ ଆସୁଛି  ଏହି କଥା ରାମାୟଣରେ ରହିଛି
							
ସମକକ୍ଷ : ଆସିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା
							ଉଦାହରଣ : 
							ହିମାଳୟ ଭାରତର ଉତ୍ତରରେ
							
ସମକକ୍ଷ : ଅବସ୍ଥାନ କରିବା, ଅବସ୍ଥିତ ହେବା
ଅନ୍ୟ ଭାଷାରେ ଅନୁବାଦ :
Be located or situated somewhere. Occupy a certain position.
lieଅର୍ଥ : ଖରାପ ହେବାକୁ ନଦେବା
							ଉଦାହରଣ : 
							ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
							
ସମକକ୍ଷ : ସୁରକ୍ଷିତ ରଖିବା
ଅନ୍ୟ ଭାଷାରେ ଅନୁବାଦ :
खराब न होने देना।
अचार को तेल में डुबाकर अधिक दिनों तक बचाया जा सकता है।ଅର୍ଥ : ମନ ଆଦି ଭଲ ଭାବରେ ସ୍ଥିର ହେବା ଫଳରେ ତାହା ସହଜ ଭାବରେ ବାହାରି ପାରିବ ନାହିଁ
							ଉଦାହରଣ : 
							ଆପଣଙ୍କ କଥା ତାଙ୍କ ମସ୍ତିଷ୍କରେ ଜମି ଯାଇଛିସମ୍ରାଟଙ୍କର ଏଭଳି ପ୍ରତାପ ରହିଛି ଯେ କିଛି ରାଜା ବିନା ଯୁଦ୍ଧରେ ତାଙ୍କ ଅଧୀନତା ସ୍ୱୀକାର କରିନେଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁ, ଜାଗା ଆଦିରେ ରଖା ହେବା ବା ରଖିବା ବା ତାହାର ଅନ୍ତର୍ଗତ ହେବା
							ଉଦାହରଣ : 
							ଟାଙ୍କିରେ ପାଣିଅଛିଏହି ବୋତଲରେ ଦୁଧ ଅଛି
							
ଅନ୍ୟ ଭାଷାରେ ଅନୁବାଦ :
किसी वस्तु, जगह आदि में रखा होना या रखना या उसके अंतर्गत होना।
टंकी में पानी है।ଅର୍ଥ : ଖରାପ ନ ହେବା
							ଉଦାହରଣ : 
							ଫ୍ରିଜରେ  ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
							
ସମକକ୍ଷ : ରହିଯିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
							ଉଦାହରଣ : 
							ଶ୍ୟାମାର ଜଣେ ପ୍ରେମିକ ରହିଛି  ତାର ଜଣେ ସହାୟକ ବି ଅଛନ୍ତି
							
ସମକକ୍ଷ : ଘଟିବା, ଥିବା, ସଂପର୍କ ଥିବା, ହେବା
ଅନ୍ୟ ଭାଷାରେ ଅନୁବାଦ :
Have a personal or business relationship with someone.
Have a postdoc.ଅର୍ଥ : କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା
							ଉଦାହରଣ : 
							ତାଙ୍କ ଭାଇ ଆମେରିକାରେ ରହନ୍ତି
							
ସମକକ୍ଷ : ବାସକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାର ସହାୟତାରେ ରହିବା
							ଉଦାହରଣ : 
							ଏଭଳି ଗ୍ରହଣ କରାଯାଏ କି ଶେଷନାଗର ଫଣା ଉପରେ ପୃଥିବୀ ଅବସ୍ଥିତ
							
ସମକକ୍ଷ : ଅବସ୍ଥିତ ହେବା
ଅର୍ଥ : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
							ଉଦାହରଣ : 
							ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
							
ସମକକ୍ଷ : ଚାଲିବା, ତିଷ୍ଠି ରହିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହିସାବ କଲା ପରେ କିଛି ଧନ କାହା ପାଖରେ ରହିବା
							ଉଦାହରଣ : 
							ଆପଣଙ୍କ ଉପରେ ମୋର ପାଞ୍ଚଟଙ୍କା ରହିଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : (ଜୀବନଯାପନ କରିବାପାଇଁ) ନିବାସ କରିବା
							ଉଦାହରଣ : 
							ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
							
ସମକକ୍ଷ : ବସବାସକରିବା, ବାସକରିବା
ଅନ୍ୟ ଭାଷାରେ ଅନୁବାଦ :