ଅର୍ଥ : କୃଷ୍ଣଙ୍କ ବଡ଼ ଭାଇ ଯିଏ ରୋହିଣୀଙ୍କ ପୁତ୍ର ଥିଲେ
							ଉଦାହରଣ : 
							ବଳରାମଙ୍କୁ ଶେଷନାଗଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ
							
ସମକକ୍ଷ : କାମପାଳ, ବଳ, ବଳଦେବ, ବଳଭଦ୍ର, ବଳରାମ, ରେବତୀଶ, ଲାଙ୍ଗଳୀ, ସଂକର୍ଷଣ, ହଳଧର
ଅନ୍ୟ ଭାଷାରେ ଅନୁବାଦ :
कृष्ण के बड़े भाई जो रोहिणी के पुत्र थे।
बलराम शेषनाग के अवतार माने जाते हैं।Elder brother of Krishna. An incarnation of Vishnu.
balarama