ଅର୍ଥ : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
							ଉଦାହରଣ : 
							ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବୋଝ ବା ଭାର ଉପରକୁ ନେବା
							ଉଦାହରଣ : 
							ଟ୍ରକ ଉପରକୁ ମାଲ ଉଠାଇବାପାଇଁ ମୂଲିଆ ପିଠି ଉପରେ ବସ୍ତା ଲଦିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
							ଉଦାହରଣ : 
							ସେ ତାର ଦୋଷ ମୋ ଉପରେ ଲଦିଦେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାର୍ଯ୍ୟ ଆଦି କରିବାପାଇଁ କାହାରିକୁ ଦାୟିତ୍ୱ ଦେବା
							ଉଦାହରଣ : 
							ମାଲିକ ସବୁକାମ ମୋ ଉପରେ ଲଦି ଦେଲେ
							
ଅନ୍ୟ ଭାଷାରେ ଅନୁବାଦ :