ଅର୍ଥ : ବେଶ୍ୟା ସହିତ ସଂଭୋଗ କରୁଥିବା ଲୋକ
							ଉଦାହରଣ : 
							ଲମ୍ପଟର ଜୀବନ କଳହପୂର୍ଣ୍ଣ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
Someone who patronizes prostitutes.
wencherଅର୍ଥ : ବେଶ୍ୟାଗାମୀ ବା ମୁଜରା ଶୁଣିବା ବ୍ୟକ୍ତି
							ଉଦାହରଣ : 
							ଲମ୍ପଟ ନିଶାରେ ଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାଠାରେ କାମବାସନା ଅଛି
							ଉଦାହରଣ : 
							ସେ ଏକ ଲମ୍ପଟ ବ୍ୟକ୍ତି
							
ସମକକ୍ଷ : ଇନ୍ଦ୍ରିୟଲୋଲୁପ, ଇନ୍ଦ୍ରିୟାଶକ୍ତ, କାମଲୋଲୁପ, କାମୀ, କାମୁକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : (ପୁରୁଷ ବା ସ୍ତ୍ରୀ) ଯାହା ସହିତ ଅନୁଚିତ ପ୍ରେମ ସଂପର୍କ ରହିଥାଏ
							ଉଦାହରଣ : 
							ଲମ୍ପଟ ରମେଶ ଗୀତାକୁ ନେଇ ପଳେଇ ଗଲା
							
ଅନ୍ୟ ଭାଷାରେ ଅନୁବାଦ :