ଅର୍ଥ : ମୋଟା ଏବଂ ବଡ଼ ବାଡ଼ି
							ଉଦାହରଣ : 
							ସେ କୁକୁରକୁ ବାଡ଼ିରେ ମାରିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଶୁଙ୍କୁ ଗୋଡ଼ାଇବା ନିମନ୍ତେ ବାଡି ବା ଚାବୁକ
							ଉଦାହରଣ : 
							ସେ ଲାଠିରେ ମଇଁଷିକୁ ପିଟୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚାଲିବାପାଇଁ ହାତରେ ଧରାଯାଉଥିବା ସିଧା ପତଳା କାଠ
							ଉଦାହରଣ : 
							ବୁଢ଼ୀମା ବାଡ଼ି ଧରି ଚାଲୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
A stick carried in the hand for support in walking.
walking stick