ଅର୍ଥ : କିଛି ପାଇବାପାଇଁ ତୀବ୍ର ଏବଂ ଅନୁଚିତ ଇଚ୍ଛା କରିବା
							ଉଦାହରଣ : 
							ସେ ନିଜ ଭାଇର ସମ୍ପତ୍ତିପାଇଁ ଲାଳାୟିତ
							
ସମକକ୍ଷ : ଲଳାୟିତ ହେବା, ଲାଳସା କରିବା, ଲୋଭଯୁକ୍ତ ହେବା
ଅନ୍ୟ ଭାଷାରେ ଅନୁବାଦ :
कुछ पाने की तीव्र और अनुचित इच्छा करना।
वह अपने भाई की संपत्ति पाने के लिए ललच रहा है।