ଅର୍ଥ : ଯାହାର ଲୋଭ ଅଛି ବା ଯେ ଲୋଭରେ ପୂର୍ଣ୍ଣ
							ଉଦାହରଣ : 
							ସେ ଜଣେ ଲୋଭୀ ବ୍ୟକ୍ତି
							
ସମକକ୍ଷ : ଲିପ୍ସୁ, ଲୋଭୀ, ଲୋଲୁପୀ
ଅନ୍ୟ ଭାଷାରେ ଅନୁବାଦ :
Immoderately desirous of acquiring e.g. wealth.
They are avaricious and will do anything for money.ଅର୍ଥ : ଲାଳସା ବ ଇଚ୍ଛା କରୁଥିବା ଲୋକ
							ଉଦାହରଣ : 
							ସେ ନିଜ ଗୁରୁଙ୍କ ପାଦ ସେବା ନିମନ୍ତେ ଲାଳାୟିତ
							
ସମକକ୍ଷ : ଲାଳାୟିତ
ଅନ୍ୟ ଭାଷାରେ ଅନୁବାଦ :