ଅର୍ଥ : ପାଇବାର ଇଚ୍ଛା
							ଉଦାହରଣ : 
							କାମ ଲିପ୍ସା ତାଙ୍କୁ ଖାଲରେ ପକେଇଦେଲା
							
ଅର୍ଥ : ପ୍ରବଳ ଅଭିଳାଷ ବା ଗଭୀର ଇଛା
							ଉଦାହରଣ : 
							ଉଡ଼ିବାର ପ୍ରବଳ ଇଛା ହିଁ ଉଡ଼ାଜାହାଜ ଆବିଷ୍କାର ପାଇଁ ମନୁଷ୍ୟକୁ ପ୍ରେରିତ କଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
							ଉଦାହରଣ : 
							କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ  ଲୋଭ ଖରାପ ବିଷୟ
							
ସମକକ୍ଷ : ପ୍ରଲୋଭନ, ଲୋଭ, ଲୋଲୁପତା, ଳାଳସା
ଅନ୍ୟ ଭାଷାରେ ଅନୁବାଦ :
Excessive desire to acquire or possess more (especially more material wealth) than one needs or deserves.
greed