ଅର୍ଥ : ଅନୁଚିତ ରୀତିରେ ଅଧିକାର କରାଯାଇଥିବା
							ଉଦାହରଣ : 
							ସାନଭାଇଠାରୁ ଲୁଣ୍ଠିତ କରିଆଣିଥିବା ଧନ ସେ ଭୋଗି ପାରିଲାନାହିଁ
							
ସମକକ୍ଷ : ବଳପୂର୍ବକ ଅପହୃତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଲୁଟ୍ କରାଯାଇଛି
							ଉଦାହରଣ : 
							ଅପହୃତ ଧନକୁ ସେମାନେ ଗାତ ଖୋଳି ପୋତିଦେଲେ
							
ଅନ୍ୟ ଭାଷାରେ ଅନୁବାଦ :