ଅର୍ଥ : ପଶୁଙ୍କ ଗର୍ଭପାତ ହେବା ବା ଗର୍ଭ ଭାଙ୍ଗିଯିବା
							ଉଦାହରଣ : 
							କାଳୁର ଗାଈ ଲେଉଟାଇଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲେଉଟାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ସେ ରମେଶଦ୍ୱାରା ଜୁନୈଦର ପଇସା ଫେରାଇଲା
							
ସମକକ୍ଷ : ପ୍ରତ୍ୟର୍ପିତ କରାଇବା, ଫେରସ୍ତ କରାଇବା, ଫେରାଇବା
ଅନ୍ୟ ଭାଷାରେ ଅନୁବାଦ :