ଅର୍ଥ : ମଣିଷ ଭଳି କଥାବାର୍ତ୍ତା କରିପାରୁଥିବା କଳା ରଙ୍ଗର ଏକ ଏସୀୟ ପକ୍ଷୀ
							ଉଦାହରଣ : 
							ଶାରୀକୁ ଲୋକମାନେ ନିଜ ଘରେ ପାଳନ୍ତି
							
ସମକକ୍ଷ : ମଇନା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛୋଟିଆ ଗାୟକ ପକ୍ଷୀ
							ଉଦାହରଣ : 
							ଶାରୀ ଛୋଟଛୋଟ ଉଡ଼ନ୍ତା ପୋକଯୋକ ଖାଉଛି
							
ଅନ୍ୟ ଭାଷାରେ ଅନୁବାଦ :
Any of a large group of small songbirds that feed on insects taken on the wing.
flycatcher, old world flycatcher, true flycatcherଅର୍ଥ : ଗାୟନ କରୁଥିବା ଏକ ପ୍ରକାର ପକ୍ଷୀ
							ଉଦାହରଣ : 
							ସକାଳୁ ଶାରୀର ସୁମଧୁର କଣ୍ଠ ଶୁଣି ମୋ ନିଦ ଭାଙ୍ଗି ଗଲା
							
ଅନ୍ୟ ଭାଷାରେ ଅନୁବାଦ :