ଅର୍ଥ : କୌଣସି ରାଜ୍ୟଉପରେ ଶାସନ କରୁଥିବା ଶାସକ ଦଳ
							ଉଦାହରଣ : 
							ଶାସକ ଦଳ ସର୍ବ ସାଧାରଣଙ୍କପାଇଁ ଏକ ଆଦେଶ ଜାରି କରିଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ପକ୍ଷ ବା ଦଳ ହାତରେ ସତ୍ତା ଥାଏ
							ଉଦାହରଣ : 
							ସଂସଦରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୁମୁଳ ଟଣାଓଟରା ଚାଲିଛି
							
ସମକକ୍ଷ : ଶାସକ ଗୋଷ୍ଠୀ
ଅନ୍ୟ ଭାଷାରେ ଅନୁବାଦ :
वह पक्ष या दल जिसके हाथ में सत्ता हो।
संसद में सत्ता पक्ष और विरोधी पक्ष में बहुत खींचातानी चल रही है।