ଅର୍ଥ : ଶିକାର କରୁଥିବା ବ୍ୟକ୍ତି
							ଉଦାହରଣ : 
							ଶିକାର ନ ମିଳିବା କାରଣରୁ ଶିକାରୀ ଆଜି ଖାଲି ହାତରେ ଫେରିଲା
							
ସମକକ୍ଷ : ବ୍ୟାଧ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶିକାର ସହିତ ସମ୍ବନ୍ଧ ରଖୁଥିବା ବା ଶିକାରରେ କାମରେ ଆସୁଥିବା ଲୋକ
							ଉଦାହରଣ : 
							ଶିକାରୀ ଠେକୁଆ ପଛରେ ନିଜ ଶିକାରୀ କୁକୁରକୁ ଛାଡିଲା
							
ଅନ୍ୟ ଭାଷାରେ ଅନୁବାଦ :
शिकार से संबंध रखनेवाला या शिकार में काम आनेवाला।
शिकारी ने खरगोश के पीछे अपना शिकारी कुत्ता छोड़ा।ଅର୍ଥ : ଯେ ଶିକାର କରେ
							ଉଦାହରଣ : 
							ବାଜ ଏକ ଶିକାରୀ ପକ୍ଷୀ
							
ଅନ୍ୟ ଭାଷାରେ ଅନୁବାଦ :