ଅର୍ଥ : ପବନରେ ମିଳୁଥିବା ବାଷ୍ପର ଅତ୍ୟନ୍ତ ସୂକ୍ଷ୍ମ ଅଣୁ ଯାହା ଥଣ୍ଡା ହୋଇଯିବା କାରଣରୁ ପୃଥିବୀ ଉପରେ ଧଳା ସ୍ତର ରୂପରେ ଜମି ଯାଏ
						 
						 
					
							ଉଦାହରଣ : 
							ଅତ୍ୟଧିକ ଶିଶିରପାତ କାରଣରୁ ଆଳୁ ଫସଲ ନଷ୍ଟଭ୍ରଷ୍ଟ ହୋଇଗଲା
							
					
							ସମକକ୍ଷ : 
							କାକର, ତୁଷାର, ତୁହିନ, ନୀହାର, ହିମ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												हवा में मिले हुए भाप के अत्यंत सूक्ष्म अणु जो ठंडक के कारण पृथ्वी पर सफ़ेद तह के रूप में जम जाते हैं।
												अत्यधिक पाला पड़ने के कारण आलू की फसल चौपट हो गयी।
														
													अवश्याय, 
आकाश-जल, 
आकाशजल, 
तुषार, 
तुहिन, 
नीहार, 
पाला, 
प्रालेय, 
मिहिका, 
हिम, 
हेम, 
हेवाँय, 
हैम