ଅର୍ଥ : ଜଳ, ଆର୍ଦ୍ରତା ଆଦି ନ ରହିବା ବା କମିଯିବା
							ଉଦାହରଣ : 
							ଅତ୍ୟଧିକ ଗରମ ଯୋଗୁଁ ଛୋଟ ଛୋଟ ପୋଖରୀଗୁଡିକ ଶୁଖି ଗଲେଣି
							
ସମକକ୍ଷ : ଶୁଷ୍କ ହେବା
ଅନ୍ୟ ଭାଷାରେ ଅନୁବାଦ :
जल, नमी आदि का न रहना या कम हो जाना।
अत्यधिक गर्मी के कारण छोटे-छोटे तालाब सूख रहे हैं।ଅର୍ଥ : ଆଦ୍ରତା, ଜଳୀୟଅଂଶଆଦି ଶୁଖିଯିବା
							ଉଦାହରଣ : 
							ଅତ୍ୟଧିକ ଖରା ଯୋଗୁଁ ଛୋଟ ଛୋଟ ଗଛ ଶୁଖିଯାଉଛି
							
ଅନ୍ୟ ଭାଷାରେ ଅନୁବାଦ :