ଅର୍ଥ : ବଳଶାଳୀ ପୁରୁଷ ଯେ ସାହସପୂର୍ଣ୍ଣ ତଥା ବୀରତାପୂର୍ଣ୍ଣ କାର୍ଯ୍ୟ କରେ
							ଉଦାହରଣ : 
							ସୋହରାବ ଓ ରୁସ୍ତମ ଦୁଇ ବୀର ପରସ୍ପର ମଧ୍ୟରେ ଲଢ଼ିଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
A man distinguished by exceptional courage and nobility and strength.
RAF pilots were the heroes of the Battle of Britain.