ଅର୍ଥ : କୌଣସି କାର୍ଯ୍ୟ ପୂର୍ଣ୍ଣ ହେବା
							ଉଦାହରଣ : 
							ଝିଅର ବାହାଘର ଭଲରେ ଶେଷ ହେଲା
							
ସମକକ୍ଷ : ସମାପ୍ତ ହେବା, ସରିଯିବା
ଅନ୍ୟ ଭାଷାରେ ଅନୁବାଦ :
किसी कार्य आदि का पूर्ण होना।
लड़की की शादी अच्छे से निपट गई।ଅର୍ଥ : ଶେଷ ହେବା
							ଉଦାହରଣ : 
							ଏହି ସଂସ୍ଥାରେ ଆପଣଙ୍କ ସଦସ୍ୟତା ଶେଷ ହେଲା
							
ସମକକ୍ଷ : ସମାପ୍ତ ହେବା
ଅନ୍ୟ ଭାଷାରେ ଅନୁବାଦ :
* निकल जाने देना।
इस संस्था से आपकी सदस्यता समाप्त हुई।