ଅର୍ଥ : ସୁନ୍ଦର ବା ଭଲ ଲାଗିବା
							ଉଦାହରଣ : 
							ଏହି ପୋଷାକ ଆପଣଙ୍କୁ ମାନୁଛି
							
ଅନ୍ୟ ଭାଷାରେ ଅନୁବାଦ :
सुंदर या अच्छा लगना।
यह पोशाक आप पर खिल रही है।ଅର୍ଥ : ଶୋଭାରେ ଯୁକ୍ତ ହେବା
							ଉଦାହରଣ : 
							ହିମାଳୟ ଭାରତମାତାର ମଥା ଉପରେ ମୁକୁଟ ରୂପରେ ଶୋଭାନ୍ୱିତ ହେଉଛି
							
ସମକକ୍ଷ : ଶୋଭାନ୍ୱିତ ହେବା
ଅନ୍ୟ ଭାଷାରେ ଅନୁବାଦ :
शोभा से युक्त होना।
हिमालय भारत माँ के सिर पर मुकुट के रूप में शोभान्वित है।