ଅର୍ଥ : ଯାହା ଶୁଣିବା ଯୋଗ୍ୟ
							ଉଦାହରଣ : 
							ସେ ଯେଉଁଭଳି ଭାଷା ବ୍ୟବହାର କରୁଛି ତାହା ଶ୍ରବଣୀୟ ନୁହେଁ
							
ସମକକ୍ଷ : ଶୁଣିବାଯୋଗ୍ୟ, ଶ୍ରବ୍ୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଶୁଣାଯାଇପାରିବ
							ଉଦାହରଣ : 
							ତାର ଧୀର ଶ୍ରବଣୀୟ ସ୍ୱରରେ ଏକ ପ୍ରକାରର ମଧୁରତା ଅଛି  ତାର ସ୍ୱର ଧୀର ମନ୍ଥର କିନ୍ତୁ ଶ୍ରବଣୀୟ
							
ଅନ୍ୟ ଭାଷାରେ ଅନୁବାଦ :