ଅର୍ଥ : ଯେ ଅନ୍ୟପାଇଁ ଶାରୀରିକ ଶ୍ରମ କରି ନିଜର ପେଟ ପୋଷେ
							ଉଦାହରଣ : 
							ଶ୍ରମିକମାନେ କେନାଲ ଖୋଳୁଛନ୍ତି
							
ସମକକ୍ଷ : ମଜୁରିଆ, ମୂଲିଆ, ଶ୍ରମଜୀବୀ
ଅନ୍ୟ ଭାଷାରେ ଅନୁବାଦ :
An employee who performs manual or industrial labor.
working man, working person, workingman, workman