ଅର୍ଥ : ଯେଉଁ ଗଛର ସୁଗନ୍ଧିତ କାଠକୁ ଘୋରି ଶରୀରରେ ଲେପ ଦିଆଯାଏ
							ଉଦାହରଣ : 
							ଚନ୍ଦନ ଶରୀରକୁ ଶୀତଳତା ପ୍ରଦାନ କରେ
							
ସମକକ୍ଷ : ଗନ୍ଧରାଜ, ଚନ୍ଦନ, ମଳୟଜ, ମହାଗନ୍ଧ
ଅନ୍ୟ ଭାଷାରେ ଅନୁବାଦ :
Close-grained fragrant yellowish heartwood of the true sandalwood. Has insect repelling properties and is used for carving and cabinetwork.
sandalwoodଅର୍ଥ : ଏକ ପ୍ରକାର ଗଛ ଯାହାର ପ୍ରତିଖଣ୍ଡ କାଠ ସୁଗନ୍ଧିତ
							ଉଦାହରଣ : 
							ଦକ୍ଷିଣ ଭାରତରେ ଚନ୍ଦନ ଜଙ୍ଗଲ ଦେଖାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
Parasitic tree of Indonesia and Malaysia having fragrant close-grained yellowish heartwood with insect repelling properties and used, e.g., for making chests.
sandalwood tree, santalum album, true sandalwoodଅର୍ଥ : କଣ୍ଟାଳିଆ ଗଛରୁ ପ୍ରାପ୍ତ ଅଠା ଯାହାକୁ ସୁଗନ୍ଧପାଇଁ ଜଳାଯାଏ
							ଉଦାହରଣ : 
							ସେ ଦୋକାନରୁ ଗୁଗ୍ଗୁଳ ଏବଂ ଝୁଣା କିଣିଲା
							
ସମକକ୍ଷ : ଗୁଗ୍ଗୁଳ
ଅନ୍ୟ ଭାଷାରେ ଅନୁବାଦ :
An aromatic gum resin obtained from various Arabian or East African trees. Formerly valued for worship and for embalming and fumigation.
frankincense, gum olibanum, olibanum, thus