ଅର୍ଥ : ସଂଚିତ ବା ଏକତ୍ରିତ କରିବା
							ଉଦାହରଣ : 
							ସେ ଘର ତିଆରି କରିବାପାଇଁ ଅତି କଷ୍ଟରେ ଗୋଟିଏ ଗୋଟିଏ କରି ଟଙ୍କା ସଂଚୟ କରି ରଖୁଛି
							
ସମକକ୍ଷ : ଏକତ୍ରିତ କରିବା, ଏକାଠି କରିବା, ସଞ୍ଚୟ କରିବା
ଅନ୍ୟ ଭାଷାରେ ଅନୁବାଦ :
संचित या एकत्रित करना।
वह घर बनाने के लिए बड़ी मेहनत से एक-एक पैसा जोड़ रहा है।