ଅର୍ଥ : କାହା ପାଇଁ ଜାଗା ସୁରକ୍ଷିତ କରିବା
							ଉଦାହରଣ : 
							ନାଟକ ଦେଖିବା ନିମନ୍ତେ ସେ ମୋ ପାଇଁ ସିଟ ସଂରକ୍ଷଣ କଲେ
							
ସମକକ୍ଷ : ଆରକ୍ଷଣ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଫଳଆଦି ସଢିବା ବା ଖରାପ ହେବାରୁ ରକ୍ଷାକରିବା
							ଉଦାହରଣ : 
							ଫଳଆଦିକୁ ଥଣ୍ଡା ଘରେ ସଂରକ୍ଷିତକରି ରଖନ୍ତୁ
							
ସମକକ୍ଷ : ସଂରକ୍ଷିତକରି ରଖିବା, ସୁରକ୍ଷିତକରି ରଖିବା