ଅର୍ଥ : ଯେ ଆଶଂକିତ ନୁହଁନ୍ତି
							ଉଦାହରଣ : 
							ମହାଭାରତ ଯୁଦ୍ଧ ପରେ ପାଣ୍ଡବମାନେ କିଛି ସମୟପର୍ଯ୍ୟନ୍ତ ନିଶଙ୍କ ରାଜୁତି କରିଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ଦ୍ୱିଧା ନାହିଁ
							ଉଦାହରଣ : 
							ମାଆଙ୍କର ଦ୍ୱିଧାହୀନ କଥା ଶୁଣି ମୁଁ ନିଶ୍ଚିତ ହୋଇଗଲି
							
ଅନ୍ୟ ଭାଷାରେ ଅନୁବାଦ :