ଅର୍ଥ : ଟାଣିବାର ଅବସ୍ଥା ବା ଭାବ
							ଉଦାହରଣ : 
							ମୋ ଗୋଡ଼ର ଶିରାରେ ସଙ୍କୁଚନ ଘଟିଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସଙ୍କୁଚିତ ହେବାର ପ୍ରକ୍ରିୟା
							ଉଦାହରଣ : 
							ଚର୍ମ ସଙ୍କୁଚନ କାରଣରୁ ତାଙ୍କ ମଥାରେ ତିନୋଟି ସ୍ପଷ୍ଟ ରେଖା ଦିଶୁଛି
							
ଅନ୍ୟ ଭାଷାରେ ଅନୁବାଦ :