ଅର୍ଥ : କୌଣସି ବିଭାଗ, ସଂଗଠନ ଆଦିର ଅଧିକାରୀ ଯାହାଙ୍କ ପରାମର୍ଶରେ ସବୁ କାର୍ଯ୍ୟ ହୁଏ
							ଉଦାହରଣ : 
							ତାଙ୍କ ବାପା ମନ୍ତ୍ରଣାଳୟରେ ସଚିବ ଅଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
A person who is head of an administrative department of government.
secretaryଅର୍ଥ : ଯେଉଁ ସହାୟକ ମାଲିକ କିମ୍ବା କୌଣସି ସଂସ୍ଥାପାଇଁ ପତ୍ରବ୍ୟବହାର ଓ ଲେଖାଲେଖି କାମ କରେ
							ଉଦାହରଣ : 
							ମୋହନକୁ ଏହି ସରକାରୀ ସମିତିର ସଚିବ କରାଯାଇଛି
							
ସମକକ୍ଷ : ସେକ୍ରେଟେରୀ
ଅନ୍ୟ ଭାଷାରେ ଅନୁବାଦ :
An assistant who handles correspondence and clerical work for a boss or an organization.
secretarial assistant, secretary