ଅର୍ଥ : ଜଳମିଶ୍ରିତ ପଦାର୍ଥ ଅମ୍ଳଯୁକ୍ତ ହେବା
							ଉଦାହରଣ : 
							ଇଟିଲିପିଠାର ଅଟା ଏପର୍ଯ୍ୟନ୍ତ ଆମ୍ବିଳା ହୋଇନାହିଁ
							
ସମକକ୍ଷ : ଆମ୍ବିଳା ହେବା
ଅନ୍ୟ ଭାଷାରେ ଅନୁବାଦ :
जल मिले पदार्थ में में विशिष्ट प्रकार का रासायनिक परिवर्तन होना।
इडली के आटे में अभी तक खमीर नहीं उठा है।