ଅର୍ଥ : ଯାହାର କୌଣସି ସତ୍ତା ବା ଅବସ୍ଥିତି ନାହିଁ
							ଉଦାହରଣ : 
							ସୂର୍ଯ୍ୟ ନିଶ୍ଚିତ ଅସ୍ତହୁଏ କିନ୍ତୁ କେବେ ବି ଅସ୍ତିତ୍ବହୀନ ନୁହେଁ
							
ସମକକ୍ଷ : ଅବିଦ୍ୟମାନ, ଅସ୍ତିତ୍ବହୀନ
ଅନ୍ୟ ଭାଷାରେ ଅନୁବାଦ :
जिसकी कोई सत्ता या अवस्थिति न हो।
सूरज डूबता जरूर है पर कभी अस्तित्वहीन नहीं होता।