ଅର୍ଥ : ଯୌବନ କହୁଥିବା ସମାଚାର
							ଉଦାହରଣ : 
							ମୁ ଆପଣଙ୍କୁ ଡାକିବାପାଇଁ ରାମ ହାତରେ ଖବର ପଠେଇଥିଲି
							
ଅନ୍ୟ ଭାଷାରେ ଅନୁବାଦ :
A communication (usually brief) that is written or spoken or signaled.
He sent a three-word message.ଅର୍ଥ : ଏକ ପ୍ରକାରର ବଙ୍ଗାଳି ମିଠେଇ
							ଉଦାହରଣ : 
							ଆମ ଗୁରୁଜୀ ଯେତେବେଳେ ବି କଲିକତା ଯାଆନ୍ତି, ସେଠାରୁ ସେ ବଙ୍ଗାଳି ମିଠେଇ ସନ୍ଦେଶ ଆଣିବାକୁ ଭୁଲନ୍ତି ନାହିଁ  ବଙ୍ଗାଳି ମିଠେଇମାନଙ୍କ ଭିତରେ ସନ୍ଦେଶର ଏକ ଅଲଗା ସ୍ଥାନ ରହିଛି
							
ଅନ୍ୟ ଭାଷାରେ ଅନୁବାଦ :