ଅର୍ଥ : ଯେଉଁ ଶ୍ରାଦ୍ଧକର୍ମ ଅନୁସାରେ ମୃତବ୍ୟକ୍ତିର ଆତ୍ମାକୁ ସେହି ପରିବାରର ଅନ୍ୟ ପୂର୍ବପୁରୁଷଙ୍କ ଆତ୍ମାଙ୍କ ସହିତ ମିଶାଇ ଦିଆଯାଏ
						 
						 
					
							ଉଦାହରଣ : 
							ସପିଣ୍ଡୀ ପୂର୍ଣ୍ଣ ହେବାପରେ ବ୍ରାହ୍ମଣମାନଙ୍କୁ ଭୋଜନ ଦିଆଗଲା
							
					
							ସମକକ୍ଷ : 
							ସପିଂଡୀ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												मृतक के निमित्त वह श्राद्ध कर्म जिसके अनुसार उसे और पितरों या परिवार के मृत प्राणियों के साथ मिलाया जाता है।
												सपिंडी पूर्ण होने के पश्चात् ब्राह्मणों को भोजन खिलाया गया।
														
													सपिंडी, 
सपिण्डी