ଅର୍ଥ : କୌଣସି କାର୍ଯ୍ୟ ପୂର୍ଣ୍ଣ ହେବା
							ଉଦାହରଣ : 
							ଝିଅର ବାହାଘର ଭଲରେ ଶେଷ ହେଲା
							
ଅନ୍ୟ ଭାଷାରେ ଅନୁବାଦ :
किसी कार्य आदि का पूर्ण होना।
लड़की की शादी अच्छे से निपट गई।ଅର୍ଥ : କାମ କାର୍ଯ୍ୟ ବନ୍ଦ ବା ଶେଷ ହେବା
							ଉଦାହରଣ : 
							ସଭା ବନ୍ଦ ହୋଇଗଲାବଜାର ବନ୍ଦ ହୋଇଗଲା
							
ଅନ୍ୟ ଭାଷାରେ ଅନୁବାଦ :
काम काज का बंद या खतम होना।
सभा उठ गई।ଅର୍ଥ : ଶେଷ ହେବା
							ଉଦାହରଣ : 
							ଏହି ସଂସ୍ଥାରେ ଆପଣଙ୍କ ସଦସ୍ୟତା ଶେଷ ହେଲା
							
ସମକକ୍ଷ : ଶେଷ ହେବା
ଅନ୍ୟ ଭାଷାରେ ଅନୁବାଦ :
* निकल जाने देना।
इस संस्था से आपकी सदस्यता समाप्त हुई।ଅର୍ଥ : କୌଣସି ପ୍ରଥାର ଅନ୍ତ ହେବା
							ଉଦାହରଣ : 
							ଆଜି ସମାଜରେ ସତୀପ୍ରଥା ସମୂର୍ଣ୍ଣ ଭାବରେ ସମାପ୍ତ ହୋଇଯାଇଛି
							
ସମକକ୍ଷ : ଉଠିଯିବା ଖତମ ହେବା, ଲୋପ ପାଇବା
ଅନ୍ୟ ଭାଷାରେ ଅନୁବାଦ :
किसी प्रथा का अंत होना।
आज समाज से सतीप्रथा पूर्णतः समाप्त हो गई है।