ଅର୍ଥ : ଯେଉଁଭଳି ହେବା ଦରକାର ସେଭଳି
							ଉଦାହରଣ : 
							ଆପଣ ଉଚିତ କଥା କହିବା ଆବଶ୍ୟକ  ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
							
ସମକକ୍ଷ : ଉଚିତ, ଉପଯୁକ୍ତ, ଠିକ, ଯୋଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
Suitable for a particular person or place or condition etc.
A book not appropriate for children.